ପବନ୍ ଲାଗି(ଅଭିନବ ପଟ୍ଟନାୟକ,ବୌଦ୍ଧ)


ପବନ୍ ଲାଗି ଆମେ ଗୁଲଗୁଲା, 

ପବନ୍ ନି ଥିଲେ ଇ ଜୀବନ୍ ଗଲା !  

ପର୍‌ଛା ପରିବେଶ୍ ପର୍‌ଛା ପବନ୍ ଦେସି,  

ହେଥୁ ଲାଗି ଗଛ୍ ରୁଇମା ବେଶୀ । 

ଗଛ୍ ଦେବାରେ ନିରୋଲ୍ କରି ପବନ୍,   

ମେଲି ମେସି କରମା ତା'ର ଯତନ୍ !

                  ***

     ଶ୍ରୀ ଅଭିନବ ପଟ୍ଟନାୟକ 

                  ବୌଦ୍ଧ

Post a Comment

0 Comments