ସେ ପଥେ ଦିଅନା ପାଦ

 ସେ ପଥେ ଦିଅନା ପାଦ 


ଦୁର୍ଗମ ପଥଟି ପ୍ରେମ ପଥ ପରା 

    ସେ ପଥେ ଦିଅନା ପାଦ 

ଖସିଗଲେ ପାଦ ପଡ଼ିଯିବ ତୁମେ 

    କା ସାଥେ କରିବ ବାଦ 

   କରୁଥିବ ଘୋର ନାଦ 

ପ୍ରେମିକା ତୁମକୁ ଫେରି ଚାହିଁବନି 

     ଏଇ ତା ଅସଲ ଭାବ 

            **

  ଦିଲିପ୍ କୁମାର ମିଶ୍ର 

         ତାଲଯୁରୀ

Post a Comment

0 Comments