ଭଗବାନ୍ କେ ତୁଇ ନାଇଁ ଦେ ନିନ୍ଦା
ସବୁଏ ତର୍ କାମର୍ କରମ୍ ଫଲ୍
ବିପଦ୍ ଆପଦ୍ କେ ଲୋକ୍ ଚିନ୍ ବୁ
କିଏ ଅସଲ୍ ଆର୍ କେନ୍ ନକଲ୍ !!
ପଏସା ଥିଲେ ଲୋକ୍ ସବ ଏକ୍ ହେବେ
ଅର୍ କେନ୍ତା ଅଛୁ ଭାଇ ବୋ
ତର୍ ପଏସା ସରଲେ ତୁଇ କେନ୍
ମୁଇ ତତେ ନାଇଁ ଚିହ୍ନି ପାରବାର୍ ବୋ !!
****
କବି ସତ୍ୟ ସିଂ ବାଗ
ତେରେସିଂହା, କଳାହାଣ୍ଡି



0 Comments