ଆଜିର ଜୀବନ କାଲକେ ନାଇଁ
ଏ ଜୀବନ ଦୁଇ ଦିନିଆଁ
ସମିଆ ଆମର ସରି ସରି ଅସୁଛେ
ଦେହେନେ ଦିନେ ଲାଗବା ନିଆଁ !!
କିଛି ତୁଇ ନେଇ ନାଇଁ ପାରୁ
ସବୁ କେ ଇନେ ଯିବୁ ଛାଡି
ସତକରମ ଯଦି କରୁଥିବୁ ବଏଲେଁ
ତର ଦୁଃଖେ ପରଭୁ ହେବେ ଆଡି !!
ନାମ - ସତ୍ୟ ସିଂ ବାଗ
ଗ୍ରା /ପୋ - ତେରେସିଂହା
ଜି - କଳାହାଣ୍ଡି
ମୋ - 6353374509



0 Comments