ନାରୀ ଆଏ ଘରର ଶିରୀ।
ଇ କଥା କେ କେନ୍ତା ଦେସ ପାସରି।
ଦୁହିତା ଦୁଇ କୁଲ୍ କେ ହିତା।
ଇ କଥା ଟା ଭୁଲ୍ ସ କେନ୍ତା।
ଭାଗ୍ୟ ଥିଲେ ପିଲା ପାଇ
ହେଲେ ହେଲେ ସଉଭାଗିୟ୍ ବଲେ ଝି।
ମାଁ ବୁଆ ପୁଅ, ଝି ଜନମ ଦେଶନ୍।
କରମ୍ ଟା ବିଧାତା ଲେଖନ୍।
***
ନିରୁପମା ମିଶ୍ର, ବଲାଙ୍ଗିର
ରାଜକୁମାରୀ, ରାଜପରିବାରର ବହ ହେଇ।
କେତେ ଦୁଃଖ ଭୁଗଲେ ବଇଦେହି।
ଘର୍ କେ ସୁନ୍ଦର ଦିଶେ ବହେନ୍ ଝି ।
ମିଛ୍ ନିଷେ ଇଟା ସତ୍ କଥ୍ନି।



0 Comments