ଛୋଟ ପାଦପଟି
କହେ ଆରେ ମନ
ଟଙ୍କାର ମାୟାରେ
ନ ପଡ଼ କେବେ
ଜୀବନର ଲମ୍ବା
ରାସ୍ତାରେ ମନରେ
ଭଲ ବନ୍ଧୁଟିଏ
ଖୋଜିବୁ ଯେବେ
ବୃକ୍ଷହିଁ ପ୍ରକୃତ
ବନ୍ଧୁ ଜାଣିବୁ ତେବେ ।
***
ସ୍ୱର୍ଣ୍ଣଲତା
ନୟାଗଡ଼
ଛୋଟ ପାଦପଟି
କହେ ଆରେ ମନ
ଟଙ୍କାର ମାୟାରେ
ନ ପଡ଼ କେବେ
ଜୀବନର ଲମ୍ବା
ରାସ୍ତାରେ ମନରେ
ଭଲ ବନ୍ଧୁଟିଏ
ଖୋଜିବୁ ଯେବେ
ବୃକ୍ଷହିଁ ପ୍ରକୃତ
ବନ୍ଧୁ ଜାଣିବୁ ତେବେ ।
***
ସ୍ୱର୍ଣ୍ଣଲତା
ନୟାଗଡ଼
0 Comments