--ଦୁଇପଦୀ--
ମହାତ୍ମା ଗାନ୍ଧୀର୍ ତିନ୍ଟା କଥା।
ନାଇଁ କହେବ, ନାଇଁ ଦେଖ୍ବ,
ନାଇଁ ଣୁନ୍ବ ଅସାର୍ କଥା।।
ଅସାର୍ କଥାନ ଛୁଚେଇ ମୁଁଡ୍ ଦୁଖା।
ବରନ୍ କରି ଦୁଖ୍ ହେବ ହୀନସ୍ତା।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
--ଦୁଇପଦୀ--
ମହାତ୍ମା ଗାନ୍ଧୀର୍ ତିନ୍ଟା କଥା।
ନାଇଁ କହେବ, ନାଇଁ ଦେଖ୍ବ,
ନାଇଁ ଣୁନ୍ବ ଅସାର୍ କଥା।।
ଅସାର୍ କଥାନ ଛୁଚେଇ ମୁଁଡ୍ ଦୁଖା।
ବରନ୍ କରି ଦୁଖ୍ ହେବ ହୀନସ୍ତା।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
0 Comments