ହେ ବୁଦ୍ଧ ! ତମେ ଦେଖାଲ,
ଇ ମହାଦେଶେ
ତମର୍ ଦିବ୍ୟ ଜ୍ଞାନ୍ ।
ସାରା ଜଗତେ
ତମର୍ ଧରମ୍,
ବଢଉଛେ ଆଏଜ୍ ମାନ ।
ମୁରୁଖ ଲୁକର ତମେ ଉକିଆ,
କୋଟି ଲୋକର୍ ଭଗବାନ୍
ତମର୍ ଆଶିର୍ବାଦ
ଥାଉ ପରଭୁ ,
ଇ ପରାନ୍ ପାଉ ଠାନ୍ ।।
***
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଣକିପାଲି,ସୋହେଲା
ବରଗଡ଼
ହେ ବୁଦ୍ଧ ! ତମେ ଦେଖାଲ,
ଇ ମହାଦେଶେ
ତମର୍ ଦିବ୍ୟ ଜ୍ଞାନ୍ ।
ସାରା ଜଗତେ
ତମର୍ ଧରମ୍,
ବଢଉଛେ ଆଏଜ୍ ମାନ ।
ମୁରୁଖ ଲୁକର ତମେ ଉକିଆ,
କୋଟି ଲୋକର୍ ଭଗବାନ୍
ତମର୍ ଆଶିର୍ବାଦ
ଥାଉ ପରଭୁ ,
ଇ ପରାନ୍ ପାଉ ଠାନ୍ ।।
***
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଣକିପାଲି,ସୋହେଲା
ବରଗଡ଼
0 Comments