ଶେଷ ରାହା(ଲକ୍ଷ୍ମୀ ପ୍ରିୟା ଦାଶ


ବୁଡି ଯାଉଛି ନାଆ

         ଉବୁଟୁବୁ ହେଉଛି

ଉଠୁ ପଡ ହେଉଛି

            ଧଡ଼ ଧଡ଼ ଛାତି 

ମନର ଆବେଗତା 

           ଉତ୍ତାପ କୋହର

       କାୟା ବିସ୍ତାରଛି

କେତେ ବେଳେ କଟିଯିବ ମାୟା।

            ***

ଲକ୍ଷ୍ମୀ ପ୍ରିୟା ଦାଶ ସମ୍ପାଦିକା 

ଗ୍ରାମ୍ୟ ରମ୍ୟ ଗଡ଼ ମୋଟରୀ 

ଡେଲାଙ୍ଗ,ପୁରୀ 8327733813

Post a Comment

0 Comments