ଶୁଭ ସନ୍ଧ୍ୟା (ସୁବଳ ରାଉତରାୟ

 ଶୁଭ ସଂଧ୍ଯା …

•••••••••

ସଂଜ ତ ଆସିବ ସୂରୁଯ ଢଳିବ 

ଘୋଟି ଯିବ ଅଂଧକାର,

ଦୀପ ଟିଏ ପ୍ପ୍ରଭୁ ଜଳାଇବ ତେବେ

ଜୀବନ ପ୍ରାଂଗଣେ ମୋର !!!

ଥାଉ ନ ଥାଉ ଚଂଦ୍ରମା ମୋର,

ସେଇ ଦୀପାଲୋକେ ନିରେଖି ଦେଖିବି

ତୁମ କଳା କଳେବର !! 

ଆଉ କିବା ଅଭିଳାଷ ମୋର,

ତୁମରି ଚରଣେ ତୁମରି ଶରଣେ 

ଖୋଲିବ ମୋ ମୁକ୍ତି ଦ୍ବର !!


            @@@

Post a Comment

0 Comments