ଖରାରେ ଫେରିଲି
ପତ୍ନୀ ପୁରେଇଲା
ପ୍ୟାଣ୍ଟ ପକେଟରେ ହାତ,
ଆସିବା ବାଟକୁ
ଚାହିଁ ଥିଲା ମାଆ
ବାଢ଼ିଦେଲା ଡାଲି ଭାତ I
***
ଯଜ୍ଞେଶ୍ଵର ବିଶି ଅଧ୍ୟାପକ,
ବୀରମହାରାଜପୁର କଲେଜ -767018
ଖରାରେ ଫେରିଲି
ପତ୍ନୀ ପୁରେଇଲା
ପ୍ୟାଣ୍ଟ ପକେଟରେ ହାତ,
ଆସିବା ବାଟକୁ
ଚାହିଁ ଥିଲା ମାଆ
ବାଢ଼ିଦେଲା ଡାଲି ଭାତ I
***
ଯଜ୍ଞେଶ୍ଵର ବିଶି ଅଧ୍ୟାପକ,
ବୀରମହାରାଜପୁର କଲେଜ -767018
0 Comments