*ଏକପଦୀ କବିତା*
ପ୍ରତୀକ୍ଷାରେ ଥାଏ ଯେତେ ମାଧୁର୍ଯ୍ୟ
ଥାଏ ନାଁ ସେ ହାତ ପାଆନ୍ତାରେ,
ସ୍ମୃତି ଦେଇଥାଏ ଯେତେ ଆନନ୍ଦ
ଥାଏ କ'ଣ ତାହା ବର୍ତ୍ତମାନରେ ?
ଶ୍ରୀଧର ବାଗ୍
କାବ୍ୟ-କୁଟୀର
ସୋନପୁର
*ଏକପଦୀ କବିତା*
ପ୍ରତୀକ୍ଷାରେ ଥାଏ ଯେତେ ମାଧୁର୍ଯ୍ୟ
ଥାଏ ନାଁ ସେ ହାତ ପାଆନ୍ତାରେ,
ସ୍ମୃତି ଦେଇଥାଏ ଯେତେ ଆନନ୍ଦ
ଥାଏ କ'ଣ ତାହା ବର୍ତ୍ତମାନରେ ?
ଶ୍ରୀଧର ବାଗ୍
କାବ୍ୟ-କୁଟୀର
ସୋନପୁର
0 Comments