କେମିତି ବଂଧନେ କିଏ ବଂଧା ଏଠି,
ସୁନା ଶିକୁଳି ନା ସିଏ ଅଠାକାଠି !
ଏମିତି ତ କେତେ ଅଦୃଶ୍ଯ ବଂଧନ,
ସେ ବଂଧନେ ଯାଏ କାଳ ବେଳ କଟି !!
@@@
ସୁବଳ ରାଉତରାୟ,ଭୁବନେଶ୍ୱର
କେମିତି ବଂଧନେ କିଏ ବଂଧା ଏଠି,
ସୁନା ଶିକୁଳି ନା ସିଏ ଅଠାକାଠି !
ଏମିତି ତ କେତେ ଅଦୃଶ୍ଯ ବଂଧନ,
ସେ ବଂଧନେ ଯାଏ କାଳ ବେଳ କଟି !!
@@@
ସୁବଳ ରାଉତରାୟ,ଭୁବନେଶ୍ୱର
0 Comments