ବିନତି

 ଶରଣ ମିଳିଲେ ଚରଣେ ତୁମର 

ଚିନ୍ତାର କାରଣ ରହିବ ନାହିଁ,

ମିଳିବ ପରାଣେ ପରମ ଶାନ୍ତି,

ହେ ପ୍ରଭୁ ତୁମରି ଶ୍ରୀମୁଖ ଚାହିଁ !!!

ଏତିକି ବିନତି ନୀଳାଦ୍ରି ସାଇଁ ,

ବିତି ଯାଉ ଏଇ ଜୀବନ ଧରାରେ 

ତୁମ ପାଦ ପଦ୍ମେ ପ୍ରଣତ ହୋଇ !!!

                ****

         ଶ୍ରୀ ସୁବଳ ରାଉତରାୟ 

                ଭୁବନେଶ୍ୱର

Post a Comment

0 Comments