ପ୍ରେମ (ପ୍ରବାସିନୀ ମିଶ୍ର, ସମ୍ପାଦିକା, ଦିବ୍ୟଦର୍ଶନ,ପୁରୀ)

 ପ୍ରେମ


ସତ୍ୟ ସୁନ୍ଦର ସର୍ବଶ୍ରେଷ୍ଠ କୃତି

ବିଧାତାର ଏ ସୃଷ୍ଟିରେ

ନାଁ ତାର' ପ୍ରେମ ' ସବୁଠୁ କଠିନ

କରିବାକୁ ମନ ବଳେ ।


ପ୍ରେମ କାଳେ ମୋର କମି ଯିବ ବୋଲି

ମାଗୁନି ତୁମକୁ କିଛି

ତୁମ ଇଙ୍ଗିତରେ ସବୁ ଅଶ୍ରୁ ରୋକି

ତୁମ ହସରେ ହସୁଛି

Post a Comment

0 Comments