ବରଷା ଆସିଲା
-------------------
ବଇଶାଖ ଗଲା ବରଷା ଆସିଲା
ଚାଷୀ ମୁହେଁ ହସ ଫୁଟିଲା,
କୋଡ଼ି କୋଦାଳ ଲଙ୍ଗଳ ଧରି
ସେ ଯେ କ୍ଷେତକୁ ଗଲା ।
ହଳ ସରିଲା ମଞ୍ଜି ବୁଣା ହେଲା
ଚାଷୀଙ୍କ ମନ କାମନା ପୂରଣ ହେଲା
****
ଏଲିନା ପାତ୍ର
ଅଷ୍ଟମ ଶ୍ରେଣୀ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଘିଆପଡ଼ା
ବରଷା ଆସିଲା
-------------------
ବଇଶାଖ ଗଲା ବରଷା ଆସିଲା
ଚାଷୀ ମୁହେଁ ହସ ଫୁଟିଲା,
କୋଡ଼ି କୋଦାଳ ଲଙ୍ଗଳ ଧରି
ସେ ଯେ କ୍ଷେତକୁ ଗଲା ।
ହଳ ସରିଲା ମଞ୍ଜି ବୁଣା ହେଲା
ଚାଷୀଙ୍କ ମନ କାମନା ପୂରଣ ହେଲା
****
ଏଲିନା ପାତ୍ର
ଅଷ୍ଟମ ଶ୍ରେଣୀ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଘିଆପଡ଼ା
0 Comments