ଦାରୁଣ ନିଦାଘ
////////////////////////
ଡହଳ ବିକଳ ହେଉଛି ଜୀବନ
ତ୍ରାହି ତ୍ରାହି କରେ ଆଜି ଏ ଭୁବନ
କେବେ ଦେବ ବାରି ଧରାରେ ଝରାଇ
ଭାଳୁଛି ସକଳ ଜୀବନ
କରିଛୁଁ ଭରସା,ହୋଇଲେ ବରଷା
ହସିବ ଧରଣୀ ରାଣୀ
ଶହ ଶହ ଜୀବ ଜୀବନ ପାଇବେ
ଆନନ୍ଦେ ଗାଇବେ ଗୁଣୀ।
ଦାରୁଣ ନିଦାଘ
////////////////////////
ଡହଳ ବିକଳ ହେଉଛି ଜୀବନ
ତ୍ରାହି ତ୍ରାହି କରେ ଆଜି ଏ ଭୁବନ
କେବେ ଦେବ ବାରି ଧରାରେ ଝରାଇ
ଭାଳୁଛି ସକଳ ଜୀବନ
କରିଛୁଁ ଭରସା,ହୋଇଲେ ବରଷା
ହସିବ ଧରଣୀ ରାଣୀ
ଶହ ଶହ ଜୀବ ଜୀବନ ପାଇବେ
ଆନନ୍ଦେ ଗାଇବେ ଗୁଣୀ।
0 Comments