ବାପା ( ସବିତା ଗୁରୁ ,ସମ୍ବଲପୁର )

 



ବାପା ତୁମେ ଚାଲିଗଲ ଆକାଶ ର ତାରା ହୋଇ 

ପ୍ରତିଦିନ ଗୁମୁରି କାନ୍ଦେ ମୁଁ ତୁମପାଇଁ 

ଆରଜନମରେ ହେବ ମୋର ତୁମେ ଛାଇ 

ମୋ କୋଳେ ନେବଜନମ ତୁମେ ପୁଅ ହୋଇ ll

Post a Comment

0 Comments