ଶିବ ହସ୍ତୁ ଲଭି ପରଶୁ ଯେ ତୁମେ
ନାମ ବହି ପର୍ଶୁରାମ
ନାଶ କରି ପାପି ଉଦ୍ଧରିଣ ତପି
ରଖିଥିଲ ଧରାଧାମ
ତୁମେ ତ ବ୍ରହ୍ମ କ୍ଷତ୍ରିୟ
ଯୁଗେ ଯୁଗେ ତୁମ ଅବସ୍ଥିତି ପ୍ରଭୁ
କେବେ ନ ହୋଇବ କ୍ଷୟ
****
ଦିଲିପ କୁମାର ମିଶ୍ର
ତାଲଜୁରୀ
ଶିବ ହସ୍ତୁ ଲଭି ପରଶୁ ଯେ ତୁମେ
ନାମ ବହି ପର୍ଶୁରାମ
ନାଶ କରି ପାପି ଉଦ୍ଧରିଣ ତପି
ରଖିଥିଲ ଧରାଧାମ
ତୁମେ ତ ବ୍ରହ୍ମ କ୍ଷତ୍ରିୟ
ଯୁଗେ ଯୁଗେ ତୁମ ଅବସ୍ଥିତି ପ୍ରଭୁ
କେବେ ନ ହୋଇବ କ୍ଷୟ
****
ଦିଲିପ କୁମାର ମିଶ୍ର
ତାଲଜୁରୀ
0 Comments