ଝିଅ (ସ୍ଵପ୍ନା ଶର୍ମିଷ୍ଠା ମିଶ୍ର, ବୁଦେଲବାହାଲି, ସୋନପୁର)

 


ଝିଅ


ତାକୁ ମାର ନାହିଁ

ବଂଚିବାର ଅଧିକାର ଟିଏ ଦିଅ

ତାକୁ ଖେଳ ନାହିଁ

ସେ ସପିଙ୍ଗ୍ ମଲ୍ ର 

ତୁମେ ଆଣି ଥିବା କଣ୍ଢେଇ ନୁହେଁ 

ଏ ଦେଶ ନାରୀ ର ପୂଜାକରେ

ଭୁଲ ନାହିଁ

ଯିଏ ତୁମକୁ ଜନ୍ମ ଦେଇଛି . . . . ସେ ନାରୀ

ଯିଏ ତୁମ ହାତ ରେ ରାକ୍ଷୀ ବାନ୍ଧେ ....ସେ ନାରୀ

ଯିଏ ତୁମ ସହ ସାରା ଜୀବନ ସହଯାତ୍ରୀ ହୁଏ....ସେ ବି ନାରୀ

ତାକୁ ଟିକିଏ ବଞ୍ଚିବାକୁ ତ ଦିଅ 

ଶାନ୍ତିରେ ନିଃଶ୍ୱାସ ନେବାକୁ ତ ଦିଅ

Post a Comment

0 Comments