ମୋ ପ୍ରତି କର ବିଚାର( ସୁଧୀର କୁମାର ମିଶ୍ର)

 


       “ ମୋ ପ୍ରତି କର ବିଚାର “

କଳାଠାକୁର ହେ କଳାଠାକୁର.... 

  ଜଗତର ସବୁ ଯିବ ଡାକନ୍ତି ନାମ ତୁମ୍ଭର

ସମସ୍ତଙ୍କ ଡାକ ଶୁଣ ବୋଲି ଅଟ ଜଗତ ଠାକୁର 

 ସୃଷ୍ଟି ଆରମ୍ଭ ରୁ କରୁଅଛ ପାଳନ ଏ ସଂସାର 

ତମର ନାହିଁ କିଛି ବୋଲି ଆକାର 

ଏଣୁ ତମେ  ନାମ ବହିଛ ନିରାକାର 

ତମେ ଅଟ ଭକ୍ତ  ଭାବର ଠାକୁର 

ମୋ ପ୍ରତି କର ଏତିକି ବିଚାର

ତୁମ ନାମ ସବୁବେଳେ ଥାଉ ତୁଣ୍ଡ ରେ ମୋର 

ତମ ନାମ ଭଜି ପାର ହୁଏଁ ଭବସାଗର

ହେ ପ୍ରଭୁ ମତେ ଏତିକି ବାରେ ଦୟା କର 

 ଚତୁର୍ଦ୍ଧା ମୂରତି ଦରଶନ ଦିଅ  ହେ ଚକ୍ରଧର 

ଯେବେ ଦରଶନ ପାଇବି ତୁମ୍ଭର 

ମଲା ପରେ ଯିବି ତବ ବୈକୁଣ୍ଠ ପୁର ।

     **

ସୁଧୀର କୁମାର ମିଶ୍ର 

ବୁଡେଲବାହାଳୀ, ସୋନପୁର

Post a Comment

0 Comments