ସ୍ୱର ରୁକ୍ଷ କରି ବଚନ ଭାଷଇ
ଦୁର୍ବଳମନା ବ୍ୟକ୍ତି
ଆତ୍ମବିଶ୍ବାସୀ ସଂଯମୀ ହୋଇ
ବିକାଶେ ନିଜର ଶକ୍ତି
ମିଥ୍ୟାବାଦୀ ଛାଡେ ରଡି
ନୀରବ ରହିବା ବିଜ୍ଞଙ୍କ ଲକ୍ଷଣ
କହନ୍ତିନି ବଢି ଚଢି।
***
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
ସ୍ୱର ରୁକ୍ଷ କରି ବଚନ ଭାଷଇ
ଦୁର୍ବଳମନା ବ୍ୟକ୍ତି
ଆତ୍ମବିଶ୍ବାସୀ ସଂଯମୀ ହୋଇ
ବିକାଶେ ନିଜର ଶକ୍ତି
ମିଥ୍ୟାବାଦୀ ଛାଡେ ରଡି
ନୀରବ ରହିବା ବିଜ୍ଞଙ୍କ ଲକ୍ଷଣ
କହନ୍ତିନି ବଢି ଚଢି।
***
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
0 Comments