ଦାନା( ମହେନ୍ଦ୍ର ପଟେଲ୍)

 



ଦାନା ବାନ୍ଦୁଛେ ଦାନା ମାରବାକେ 

        ରପଟି ଆଉଛେ ଦାନା ,

ଗୁନ୍ଦଲେଇ ଦେବା ଘାଁଟିଗୁଲି କରି 

        କରିଦେଇ ଗୁଟେ ଘନା ।

ମୁନଷର୍ କାଏଁ ଦାନା ,

ପରକୁତିର୍ ଇ ତାଣ୍ଡବ ଲିଲା ଥି 

        ବୁଡିଯିବା କାଏଁ ବାନା ।

Post a Comment

0 Comments