ମା ଦୁର୍ଗା ( କବି ସନାତନ ମିଶ୍ର)

 



ନବଦିନାତ୍ମକ ପୂଜା ଶେଷ ଦିନ 

             ଧରୁ ସିଦ୍ଧିଦାତ୍ରୀ ବେଶ 

ମନୋବାଞ୍ଛା ପୂର୍ଣ କରୁ ମହାମାୟା

           ବର ଦେଇ କରୁ ତୋଷ 

ଶଙ୍ଖ, ଚକ୍ର,ଗଦା,ପଦ୍ମ 

ଆୟୂଧ ଧରିଣ ସୂଶୋଭିତା ଦିଶୁ 

ଦୋଷ ଦୂର୍ଗୁଣ ମୋ କ୍ଷମ।

ଶ୍ରୀ ପୟରେ ନମୋ ନମଃ।

            କବି ସନାତନ ମିଶ୍ର 

         ଧାମଣାସର, ବଲାଙ୍ଗୀର

Post a Comment

0 Comments