ମା (କବି ସନାତନ ମିଶ୍ର)

 



ପୂଜା ମଣ୍ଡପକୁ ବିଜେ କରୁ ମାଆଁ 

            ବୃଷଭ ଆରୁଢା ହୋଇ 

ଡମ୍ବରୁ,ତ୍ରୀଶୂଳ ହସ୍ତେ ଶୋହ‌ଇ

            ବରଦ ମୂଦ୍ରା ରେ ରହି

ଶ୍ୱେତବସ୍ତ୍ର ରେ ଶୋଭିତା 

ଅଷ୍ଟମ ଦିବସେ ବିରାଜିତା ହୋଇ 

ଦୂର କରୁ ଅଜ୍ଞାନତା 

ଜନନୀ ଜଗତମାତା।

              କବି ସନାତନ ମିଶ୍ର 

        ଧାମଣାସର, ବଲାଙ୍ଗୀର

Post a Comment

0 Comments