ସୁଉପଦେଶ (କବି ସନାତନ ମିଶ୍ର,)

 


।ପରିଶ୍ରମ କର ଦିବସ ଓ ନିଶି 

          କରିବା ପାଇଁ ଉନ୍ନତି 

ପର ଉନ୍ନତି ରେ ଇର୍ଷା ରେ ଜଳିଲେ 

          ନିଜର ହୁଅଇ କ୍ଷତି 

ମନ୍ଦ କାର୍ଯ୍ୟେ ମନ୍ଦ ଗତି 

ସାଧୁଙ୍କ ସଙ୍ଗତେ ସଂହତି ରଖିଲେ 

ପ୍ରାପତ ହୁଏ ସୁଗତି।

               କବି ସନାତନ ମିଶ୍ର 

           ଧାମଣାସର, ବଲାଙ୍ଗୀର

Post a Comment

0 Comments