।।ପ୍ରଭାତ।।
🙏🏿💐💐🙏🏿
ନୂତନ ପ୍ରଭାତ ହେଲା ଉପଗତ
ନୂତନ କଳ୍ପନା ବୁଣି,
ଆଳସ୍ୟକୁ ତେଜି ଉଠିପଡ଼ ବେଗି
ସାକାର କରିବା ପୁଣି।।
***
।। ସୁପ୍ରଭାତ।।
ଦିନଟି ମଙ୍ଗଳମୟ ହେଉ।।
।। ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ ଭବତୁମେ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।
।।ପ୍ରଭାତ।।
🙏🏿💐💐🙏🏿
ନୂତନ ପ୍ରଭାତ ହେଲା ଉପଗତ
ନୂତନ କଳ୍ପନା ବୁଣି,
ଆଳସ୍ୟକୁ ତେଜି ଉଠିପଡ଼ ବେଗି
ସାକାର କରିବା ପୁଣି।।
***
।। ସୁପ୍ରଭାତ।।
ଦିନଟି ମଙ୍ଗଳମୟ ହେଉ।।
।। ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ ଭବତୁମେ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।
0 Comments