ଭବେ ସାର (ଅଧ୍ୟାପିକା ବୈଜୟନ୍ତୀ ସାହୁ,ବିନିକା)

 ଜୀଵନର ମୋହ ବହୁତ ସୁନ୍ଦର 

 ସବୁ ବୋଲୁ ମୋର ମୋର ....,

      ଆଖି ବୁଜି ଦେଲେ 

  ସବୁ ମାୟାଜାଲ ଛିଡିଯିବ, 

      ପ୍ରଭୁ ନାମ ଭବେ ସାର...।

                🙏

     ଅଧ୍ୟାପିକା ବୈଜୟନ୍ତୀ ସାହୁ

               ବିନିକା

Post a Comment

1 Comments

  1. ଖୁବ୍ ସୁନ୍ଦର ମନଛୁଆଁ ହୋଇଛି।

    ReplyDelete